bargarh Archives - Sanket Tv

୩ ଲକ୍ଷ ୫୧ ହଜାର ଟଙ୍କା ନେଇ ଯାଉଥିବାବେଳେ ବିଡିଓଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍
ବରଗଡ଼ ୨୯/୦୮: ( ସଂକେତ ଟିଭି) ଭିଜିଲାନ୍ସ ଜାଲରେ ପଡିଲେ ବରଗଡ ଜିଲ୍ଲା ବିଜେପୁର ବିଡ଼ିଓ ପଦ୍ମନାଭ ସାମନ୍ତରାୟ । ସେ ଏକ ଭଡା ଗାଡିରେ ୩ ଲକ୍ଷ ୫୧ ହଜାର ଟଙ୍କା ନେଇ ଯାଇଥିବା ବେଳେ ଧରାପଡିଛନ୍ତି।

ପଦ୍ମନାଭ ବିଜେପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ସୋନପୁର ଭିଜିଲାନ୍ସ ଟିମ ବିନିକା ଠାରେ ତାଙ୍କୁ ଅଟକାଇ ତାଙ୍କ ଗାଡିର ଯାଞ୍ଚ ବେଳେ ଟଙ୍କା ଜବତ କରିଥିଲା। ହେଲେ ବିଡ଼ିଓ ଟଙ୍କାର କିଛି ହିସାବ ଦେଇପାରୁ ନଥିବା ସୋନପୁର ଭିଜିଲାନ୍ସ ସୂଚନା ଦେଇଛି । ବରଗଡ଼ ଭିଜିଲାନ୍ସ ଟିମ୍‌ ତାଙ୍କ ବରଗଡ଼ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଘରକୁ ତଲାସୀ କରୁଛି। ପୁରୀ ଓ ଭୁବନେଶ୍ୱର ଠାରେ ଥିବା ତାଙ୍କ ନିଜ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

The post ୩ ଲକ୍ଷ ୫୧ ହଜାର ଟଙ୍କା ନେଇ ଯାଉଥିବାବେଳେ ବିଡିଓଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍ appeared first on Sanket Tv.

ପୁରୀ ଛଡ଼ା ଅନ୍ୟ ଜାଗାରେ ରଥଯାତ୍ରା ପ୍ରସଙ୍ଗ; ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ
କଟକ, ୨୩।୬: (ସଂକେତ୍ ଟିଭି) ରାଜ୍ଯରେ ପୁରୀ ବ୍ଯତିତ ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ୫ଟି ଆବେଦନର ଶୁଣାଣୀ କରି ଏହି ପ୍ରସଙ୍ଗ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ରଥଯାତ୍ରା ସଂପର୍କୀତ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ କରିବା ପାଇଁ ମନା କରିଛନ୍ତି ।

ବରଗଡ ଜିଲ୍ଲା ଭଟଲି ପାଇଁ ଗୋଟିଏ ମାମଲା ଏବଂ କେନ୍ଦ୍ରାପଡ଼ା ରଥଯାତ୍ରା ପାଇଁ ୪ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହେଲେ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ ପାଇଁ ମନା କରିଦେଇଛନ୍ତି।

ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ର ଭଳି କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ଏବଂ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର କୁହାଯାଉଥିବା ଭଟଲିରେ ମଧ୍ୟ ବିନାଭକ୍ତରେ ରଥଯାତ୍ରା କରିବାକୁ ସେବାୟତ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଭଟଲି ଶ୍ରୀ ଦଧିବାମନ ଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ଇଶ୍ବର ଚନ୍ଦ୍ର ସାହୁ ହାଇକୋର୍ଟରେ ଜନସ୍ୱାର୍ଥ୍ୟ ମାମଲା ରୁଜୁ କରିଥିଲେ । ଏହା ସହିତ ଭଟଲି ଅଂଚଳର ସେବାୟତ, ନିଯୋଗ, ବିଭିନ୍ନ ସାମାଜିକ ସଂଗଠନ ସହିତ ସାଧୁସନ୍ଥମାନେ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିବାକୁ ଦାବି କରି ଆସୁଛନ୍ତି।

ସେହିପରି କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ବଳଦେବଜୀଉ ମନ୍ଦିର ସେବାୟତ, ନିଯୋଗ, ବିଭିନ୍ନ ସାମାଜିକ ସଂଗଠନ ସହିତ ସାଧୁସନ୍ଥମାନେ ଦାବି କରି ଆସୁଛନ୍ତି। ଏହି ରଥଯାତ୍ରା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବା ପାଇଁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବଂ କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ନେତା ଦାବି କରିଥିଲେ । ଏନେଇ ହାଇକୋର୍ଟରେ ଚାରୋଟି ଜନସ୍ୱାର୍ଥ୍ୟ ମାମଲା ହୋଇଥିଲା। ତେବେ ହାଇକୋର୍ଟ ଭଟଲି ଏବଂ କେନ୍ଦ୍ରାପଡାର ସମସ୍ତ ମାମଲାରେ ହସ୍ତକ୍ଷେପ କରିବା଼କୁ ହାଇକୋର୍ଟ ମନା କରିଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ରଥଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ ବୋଲି ରାଜ୍ଯ ସରକାର ନିର୍ଦେଶନାମା ଜାରି କରିଛନ୍ତି।

The post ପୁରୀ ଛଡ଼ା ଅନ୍ୟ ଜାଗାରେ ରଥଯାତ୍ରା ପ୍ରସଙ୍ଗ;  ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ appeared first on Sanket Tv.