ରାଜ୍ୟସଭା ନିର୍ବାଚନ: ମନମୋହନ ସାମଲ, ସୁଜିତ୍ କୁମାର, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ବିଜୟୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସଭା ନିର୍ବାଚନରେ ମନମୋହନ ସାମଲ, ସୁଜିତ୍ କୁମାର, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି । ମନମୋହନ ସାମଲ ଓ ସୁଜିତ କୁମାର ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ସୃତୃପ୍ତ ମିଶ୍ର ବିଜେଡିର ପ୍ରାର୍ଥୀ ଥିଲେ । ସେହିଭଳି ଦିଲ୍ଲୀପ ରାୟ ସ୍ବାଧୀନ ପ୍ରାର୍ଥୀ ଥିଲେ ।

