Author: Kishan Sahu

FeaturedLatestNews

ଜିଲ୍ଲା ଗସ୍ତ ରିପୋର୍ଟ ମାଗିଲେ ଉନ୍ନୟନ କମିଶନର, ସଚିବଙ୍କୁ କଠୋର ନିର୍ଦ୍ଦେଶ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେତେ ଦୂର ମାଟିରେ ପହଞ୍ଚିଛି, ତାହାର ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିବାକୁ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର

Read More
FeaturedLatestNews

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ମୁଖ୍ୟ ଅଭିଯୁକ୍ତ ମନୋଜ ପାଢ଼ୀଙ୍କୁ ମିଳିଲା ଜାମିନ

କଟକ(ସଂକେତ ଟିଭି): ବହୁଚର୍ଚ୍ଚିତ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ବୁଧବାର କଟକ ସ୍ୱତନ୍ତ୍ର SC/ST କୋର୍ଟ

Read More
FeaturedLatestNews

ଶ୍ରୀମନ୍ଦିର ନକଲି ନିଯୁକ୍ତି ଠକେଇ, ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ଜାଲ୍

ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିରରେ ସ୍କ୍ୱାର୍ଡ ନିଯୁକ୍ତିରେ ବଡ଼ ଠକେଇ ଘଟଣା ସାମ୍ନାକୁ ଆସିଛି। ଅସାଧୁ ବ୍ୟକ୍ତିମାନେ ମୋଟା ଅଙ୍କର ଅର୍ଥ ନେଇ ନକଲି ନିଯୁକ୍ତି ପତ୍ର

Read More
FeaturedGeneralLatest

ବୀମା ବିନା ମିଳିବନି ପେଟ୍ରୋଲ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ(ସଂକେତ ଟିଭି): ଦେଶର ସଡ଼କ ସୁରକ୍ଷାକୁ ମଜବୁତ କରିବା ପାଇଁ ସୁପ୍ରିମକୋର୍ଟ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ମୋଟର

Read More
FeaturedGeneralLatest

ତାମିଲନାଡୁରେ ମହିଳାଙ୍କୁ ୮ ଗ୍ରାମ ସୁନା-ଶାଢ଼ୀ, ଏଆଇ ପ୍ରଶିକ୍ଷଣ ପାଇଁ ୫ ଲକ୍ଷ ଟଙ୍କା ଘୋଷଣା

ଚେନ୍ନାଇ(ସଂକେତ ଟିଭି): ତାମିଲନାଡୁର ବିଜୟ ସରକାର ବଜେଟ ୨୦୨୬-୨୭ରେ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଏନ. ମେରୀ ୱିଲସନ୍ ବିଧାନସଭାରେ ଉପସ୍ଥାପିତ କରିଥିବା ବଜେଟର

Read More
FeaturedLatestNews

ମା’ କନ୍ଧୁଣୀ ଦେବୀ ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ବ୍ରହ୍ମପୁର(ସଂକେତ ଟିଭି): ଗଞ୍ଜାମ ଜିଲ୍ଲାର ତପ୍ତପାଣି ଆଜି ଉତ୍ସବ ମୁଖର ହୋଇ ଉଠିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଗସ୍ତକୁ ନେଇ ସାରା ଅଞ୍ଚଳରେ ଉତ୍ସାହର ବାତାବରଣ

Read More
FeaturedLatestNews

ଓଡ଼ିଶା ପୋଲିସ ଓ ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର (ସଂକେତ ଟିଭି): ସାଇବର ଅପରାଧ ତଦନ୍ତ କ୍ଷମତା ବୃଦ୍ଧି, ଡିଜିଟାଲ୍ ଫରେନ୍ସିକ୍ କୌଶଳକୁ ସୁଦୃଢ଼ କରିବା ଏବଂ ପୋଲିସିଂରେ ବୈଜ୍ଞାନିକ ପଦ୍ଧତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ

Read More
FeaturedLatestNews

କାର ଭିତରୁ ପୋଲିସ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ପଦ୍ମନାଭପୁର ଅଞ୍ଚଳରେ ଥିବା ୧୮ ନମ୍ବର ଜାତୀୟ ରାଜପଥ (ଏନଏଚ୍-୧୮) ରାସ୍ତାକଡ଼ରେ ପାର୍କ ହୋଇଥିବା ଏକ କାରରୁ ପୋଲିସ କନେଷ୍ଟବଳଙ୍କ

Read More
FeaturedGeneralLatest

ଉଦୟନିଧି ଷ୍ଟାଲିନଙ୍କୁ ଗିରଫ କରି ୪ ଘଣ୍ଟା ପରେ ଛାଡିଲା ପୋଲିସ

ଚେନ୍ନାଇ(ସଂକେତ ଟିଭି): ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିଧାନସଭାର ବିରୋଧୀ ଦଳ ନେତା ତଥା ଡିଏମକେ (DMK) ଯୁବ ମୋର୍ଚ୍ଚା ସମ୍ପାଦକ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ଗିରଫ

Read More
FeaturedGeneralHealthLatest

ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ: ୨୨ ଶିଶୁଙ୍କ ମୃତ୍ୟୁ

ଗାନ୍ଧୀନଗର(ସଂକେତ ଟିଭି): ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ ଖେଳାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୩୫ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ବେଳେ, ଏହି ଭାଇରସ୍ ସଂକ୍ରମଣରେ ୨୨

Read More