ବ୍ରିକ୍ସ୍ ଦେଶର ପ୍ରତିନିଧି ଦେଖିଲେ କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଭାସ୍କର୍ଯ୍ୟ
ଭୁବନେଶ୍ୱର (ସଂକେତ ଟିଭି): ବ୍ରିକ୍ସ୍ (BRICS) ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ କଳା ଭାସ୍କର୍ଯ୍ୟର ମୂକସାକ୍ଷୀ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି।
Read More